Saturday, August 15, 2026
ADVERTISEMENT
Home ଆଞ୍ଚଳିକ ଦିଗପହଣ୍ଡି ସବ ଜେଲ ପରିସର କ୍ବାର୍ଟସରୁ ୱାଡେନ୍ ଶିବାନନ୍ଦ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

ଦିଗପହଣ୍ଡି ସବ ଜେଲ ପରିସର କ୍ବାର୍ଟସରୁ ୱାଡେନ୍ ଶିବାନନ୍ଦ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

3
ADVERTISEMENT

ବ୍ରହ୍ମପୁର,୧୫।୦୮,(ଡ଼ି.ଏଚ ବ୍ୟୁରୋ):-ଗଂଜାମ ଜିଲ୍ଲା ପାଟପୁର ଥାନା ଅଧୀନ ସାହାସପୁର ହାଟପଦା ନିକଟସ୍ଥ ଦିଗପହଣ୍ଡି ସବ ଜେଲ ପରିସର କ୍ବାର୍ଟସରୁ ୱାଡେନ୍ ଶିବାନନ୍ଦ ସ୍ୱାଇଁ(୪୦)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ ଶିବାନନ୍ଦଙ୍କ ଘର ଆସିକା ନିକଟ କୋଟିନଡ଼ା ଗ୍ରାମର ହୋଇଥିବାବେଳେ ସେ ଆତ୍ମହତ୍ୟା କରିଥିବା ସୂଚନା । ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି କରିଛି।

Advertisement