ଛତ୍ରପୁର,୧୪/୦୮(ଡ଼ି.ଏଚ ବ୍ୟୁରୋ):-ଭରାତ ପାଇଁ ସ୍ବର୍ଣ୍ଣ ଜିତିଲେ ଗଞ୍ଜାମ ଜିଲ୍ଲା ଛତ୍ରପୁରର ଭିନ୍ନକ୍ଷମ ଖେଳାଳି ଭି ରମେଶ ରାଓ। ସେ ନାଇଜେରିଆର ଲାଗୋସଠାରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିୟନସିପ୍-୨୦୨୬ରେ ଅଂଶ ଗ୍ରହଣ କରି ସ୍ବର୍ଣ୍ଣ ହାସଲ କରିଛି । ଯାହାକି ଅଂଚଳ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି ।

















