ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁରରେ କାର୍ଯ୍ୟରତ ଟ୍ରାଫିକ କର୍ମଚାରୀଙ୍କୁ ଗାଳି ଗୁଲଜ ସହ ଧକ୍କା ମାଡ ।

ବ୍ରହ୍ମପୁରରେ କାର୍ଯ୍ୟରତ ଟ୍ରାଫିକ କର୍ମଚାରୀଙ୍କୁ ଗାଳି ଗୁଲଜ ସହ ଧକ୍କା ମାଡ ।

2
ADVERTISEMENT

ବ୍ରହ୍ମପୁର,୧୪/୦୮(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁରରେ କାର୍ଯ୍ୟରତ ଟ୍ରାଫିକ କର୍ମଚାରୀଙ୍କୁ ଗାଳି ଗୁଲଜ ସହ ଧକ୍କା ମାଡ । ଏବଂ ବୁଝାଇବାକୁ ଆସିଥିବା ମହିଳା କନଷ୍ଟେବଳଙ୍କୁ ଚାପୁଡ଼ା ମାଡ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏଥିରେ ସମ୍ପୃକ୍ତ ଦୁଇ ଜଣ ଯୁବକଙ୍କୁ ଟାଉନ୍ ଥାନା ପୋଲିସ ଅଟକ ରଖି ପଚରାଉଚୁରା ଜାରି କରୁଛି ।

Advertisement