ଭଞ୍ଜନଗର,୩୧।୦୭(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲା ବେଲଗୁଣ୍ଠ ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ତଳକୁ ଭାରସ୍ୟାମ ହରାଇ ଖସିଲା କାର୍ l ଫଳରେ କାରରେ ଥିବା କାର ମାଲିକ ସୁନୀଲ ମହାନ୍ତି ମୃତ୍ୟ ବରଣ କରିଥିବା ବେଳେ ତାଙ୍କ ଘର ଭଞ୍ଜନଗର ଏଲଆଇସି କଲୋନୀ ର ଦ୍ୱିତୀୟ ଲାଇନ ବୋଲି ସୂଚନା । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି l



















