ବ୍ରହ୍ମପୁର,୩୦।୦୭(ଇ ରଞ୍ଜନ):-ବ୍ରହ୍ମପୁର ଉପକଣ୍ଠ ଫାଷ୍ଟଗେଟ ସ୍ଥିତ ଶ୍ରୀକ୍ଷେତ୍ର ବିହାର ଠାରେ ଥିବା ହେରିଟେଜ ପ୍ରାଙ୍ଗଣରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଫେଶନ ବଜ଼ାର ହଲସେଲ ଦର ରେ ବିକ୍ରି ନିମନ୍ତେ ଶୁଭାରମ୍ଭ କରାଯାଇଛି l ମୌଷ୍ଟାଚ କମ୍ପାନୀ ପକ୍ଷରୁ ଫେଶନ ବଜ଼ାର ଏହା ୧୯୮୪ ମସିହାରୁ ଡେନିମ୍ ଓ କ୍ୟାଜୁଆଲ୍ ଫ୍ୟାଶନରେ ସୁନାମ ଅର୍ଜନ କରିଥିବା ମୌଷ୍ଟାଛ ବ୍ରାଣ୍ଡ ଏବେ ଓଡ଼ିଶା ବଜାରରେ ପ୍ରବେଶ କରିଛି। କମ୍ପାନୀ ଏହାର ଡିଷ୍ଟ୍ରିବ୍ୟୁଟର ନେଟୱାର୍କ ସହଯୋଗରେ ସମଗ୍ର ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ବ୍ରାଣ୍ଡ ଲଞ୍ଚ କରିବ।କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ଲୋଭନିୟ ଅଫର ଘଷଣା କରାଯାଇଛି ଯାହା 3ଟି ପୋଷାକ କିଣିଲେ ଗ୍ରାହକମାନେ ଗୋଟିଏ ସ୍ମାର୍ଟ ୱାଚ୍ ମାଗଣାରେ ପାଇବେ।ନିର୍ଦେଶକ ରୋହିତ ପୋଦ୍ଦାରଙ୍କ ନେତୃତ୍ୱରେ ମୌଷ୍ଟାଛ ୨୦ ରୁ ୬୦ବର୍ଷ ବୟସର ଗ୍ରାହକଙ୍କ ପାଇଁ ଡେନିମ୍-କେନ୍ଦ୍ରିତ କ୍ୟାଜୁଆଲ୍ ପୋଷାକ ଆଣିବ।ମୌଷ୍ଟଚ ଓଡ଼ିଶାର ଦ୍ରୁତ ବଢୁଥିବା ଫ୍ୟାଶନ୍ ବଜାରର ଅଂଶ ହେବାକୁ ଉତ୍ସାହିତ। ଗୁଣବତ୍ତା, ଆଧୁନିକ ଡିଜାଇନ୍ ଏବଂ କାରିଗରୀ ଦକ୍ଷତା ସହିତ ଗ୍ରାହକଙ୍କୁ ଆରାମଦାୟକ ଏବଂ ଫ୍ୟାଶନେବଲ୍ ଅନୁଭୂତି ଦେବା ଆମର ଲକ୍ଷ୍ୟ। ଡେନିମ୍ ଏବଂ କ୍ୟାଜୁଆଲ୍ ୱିଅର୍ ସେଗମେଣ୍ଟରେ ମୌଷ୍ଟାଛ ଏକ ବିଶ୍ୱସ୍ତ ନାମ ହୋଇସାରିଛି। ଆଜି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କତୃପକ୍ଷ ଘୋଷଣା କରିଛନ୍ତି l ଏହି ଫେସନ ବଜ଼ାର ଜନ ସାଧାରଣଙ୍କ ଆଧୁନିକ ସୌନ୍ଦର୍ଯ୍ୟ ରେ ଉର୍ନତି ଆଣିବା ରେ ବଜାର କୁ ପ୍ରଭେସ କରିଥିବା କତୃପକ୍ଷ ସୂଚନା ଦେଇଛନ୍ତି l



















