ବ୍ରହ୍ମପୁର,୨୨।୦୭(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ମଙ୍ଗରାଜପୁର ଗ୍ରାମରେ ପୁଅର ମାଡରେ ମାଆ ଲକ୍ଷ୍ମୀ ରେଡ୍ଡୀ ଗୁରୁତର ହୋଇ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି l ପୁଅ ବାରମ୍ବାର ମାଆକୁ ସମ୍ପତ୍ତିର ଭାଗ ମାଗି ମାଆ ଲକ୍ଷ୍ମୀ ରେଡ୍ଡୀ କୁ ଗାଁ ଦାଣ୍ଡରେ ତଳେ ପକାଇ ମାଡ଼ ମାରିଥିବା ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଛିl ଏବଂ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।

















