ADVERTISEMENT
Home ଆଞ୍ଚଳିକ କଟକ ସାଇବର ଥାନା ପୋଲିସ ଭଦ୍ରକର ୨ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି...

କଟକ ସାଇବର ଥାନା ପୋଲିସ ଭଦ୍ରକର ୨ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

2
ADVERTISEMENT

କଟକ,୨୦।୦୭(ଡ଼ି.ଏଚ ବ୍ୟୁରୋ):- RTO ଚାଲାଣ ସେଟଲମେଣ୍ଟ ନାଁରେ ୨୦ ଲକ୍ଷ ୭୦ ହଜାର ଟଙ୍କା ସାଇବର ଠକେଇ ମାମଲାରେ କଟକ ସାଇବର ଥାନା ପୋଲିସ ଭଦ୍ରକର ୨ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । । ୨ଅଭିଯୁକ୍ତ ହେଲେ ଭଦ୍ରକର ଆଇନଜୀବୀ ରାଜା ଦାସ ଏବଂ ଅନ୍ୟ ଜଣେ ବି-ଟେକ୍ ଇଞ୍ଜିନିୟର ରାଜତ କୁମାର ଲେଙ୍କା ।

Advertisement