ଭିଜିଲାନ୍ସ ଜାଲରେ ଗୁଣପୁର ତହସିଲ ଅନ୍ତର୍ଗତ ସିରିଝୋଲି ସର୍କିଲର ରାଜସ୍ୱ ନିରୀକ୍ଷକ ସୁଶାନ୍ତ ମଲ୍ଲିକ।

1
ADVERTISEMENT

ଭୁବନେଶ୍ୱର,୧୬|୦୭(ଡ଼ି.ଏଚ ବ୍ୟୁରୋ): ଭିଜିଲାନ୍ସ ଜାଲରେ ଗୁଣପୁର ତହସିଲ ଅନ୍ତର୍ଗତ ସିରିଝୋଲି ସର୍କିଲର ରାଜସ୍ୱ ନିରୀକ୍ଷକ ସୁଶାନ୍ତ ମଲ୍ଲିକ। ସେ ଜଣେ ହିତାଧିକାରୀଙ୍କ ଠାରୁ ଜମି ପଟା ପାଇଁ ୨୫ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ଏବଂ ଭିଜିଲାନ୍ସ ବିଭାଗ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରି ତାଙ୍କର ଶ୍ରୀନଗର ସ୍ଥିତ ଭଡା ଘରେ ଓ ସିରିଝୋଲିର ଅଫିସରେ ଚଢାଉ ଜାରି କରାଛି।

Advertisement