ଭୁବନେଶ୍ୱର,୧୫।୦୭(ଡ଼ି.ଏଚ ବ୍ୟୁରୋ):- ଭୁବନେଶ୍ୱର ଡମଣା ଛକ ନିକଟ ଭଡାଘରେ ତ୍ରିକୋଣୀୟ ପ୍ରେମ ପାଇଁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲେ ଯୁବତୀ। ଖବର ପାଇ ଚନ୍ଦ୍ରଶେଖର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି କରିଛି। ଏବଂ ଯୁବତୀ ଜଣକ ପଟିଆର ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ ନର୍ସ ଭାବେ କାମ କରୁଥିଲେ।


















