Wednesday, September 23, 2026
ADVERTISEMENT
Home ଆଞ୍ଚଳିକ ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲକୁ ଆଜି ଗୋଟିଏ ଦିନ ଛୁଟି ଘୋଷଣା କରିଛି ସ୍ଥାନୀୟ ଜିଲ୍ଲା...

ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲକୁ ଆଜି ଗୋଟିଏ ଦିନ ଛୁଟି ଘୋଷଣା କରିଛି ସ୍ଥାନୀୟ ଜିଲ୍ଲା ପ୍ରଶାସନ ।

18
ADVERTISEMENT

ଭଦ୍ରକ,୧୪।୦୭(ଡ଼ି.ଏଚ ବ୍ୟୁରୋ):-ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ । ଯାହାର ପ୍ରଭାବରେ ଗତରାତିରୁ ଲାଗିରହିଛି ବର୍ଷା । ତେଣୁ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଆଜି ଗୋଟିଏ ଦିନ ଛୁଟି ଘୋଷଣା କରିଛି ସ୍ଥାନୀୟ ଜିଲ୍ଲା ପ୍ରଶାସନ ।

Advertisement