ଭଦ୍ରକ ୧୪।୦୭(ଡ଼ି.ଏଚ ବ୍ୟୁରୋ):-ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଆରଡ଼ି ଛକ ନିକଟରେ ଅଟକି ରହିଥିବା ଟ୍ରକକୁ ପିଟିଲା କାର୍ । ଫଳରେ କାର୍ ରେ ଚାପିହୋଇ କାର ଚାଳକଙ୍କର ମୃତ୍ୟୁ ଘଟିଥିବାବେଳେ ପୋଲିସ ଦୁର୍ଘଟଣାଗ୍ରସ୍ଥ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଏବଂ ବ୍ରେକ୍ ଫେଲ୍ ଲାଗି କାର ଟି ଟ୍ରକକୁ ପିଟିଥିବା ସୂଚନା l

















