ପୋଡ଼ିଯାଇଥିବା ରାଜଲକ୍ଷ୍ମୀ ମିଶ୍ରଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି।

1
ADVERTISEMENT

ବ୍ରହ୍ମପୁର:,୧୩|୦୭(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ବାସୁଦେବ ନଗରରେ ଆତ୍ମାହୁତି ଉଦ୍ୟମ କରି ଗୁରୁତର ଭାବେ ପୋଡ଼ିଯାଇଥିବା ରାଜଲକ୍ଷ୍ମୀ ମିଶ୍ରଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି। ଏବଂ ଏହି ମାମଲାରେ ପୋଲିସ ରାଜଲକ୍ଷ୍ମୀଙ୍କ ବାପା ସୁଭାଷ ଚନ୍ଦ୍ର ମିଶ୍ର (୫୭)ଙ୍କୁ ଯୌନ ନିର୍ଯାତନା, ବ୍ଲାକମେଲ ଏବଂ ଆତ୍ମହତ୍ୟା ପାଇଁ ପ୍ରରୋଚନା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି।ଏବଂ ତଦନ୍ତ ବେଳେ ଅଭିଯୁକ୍ତଙ୍କ ଦୁଇଟି ଏବଂ ରାଜଲକ୍ଷ୍ମୀଙ୍କ ଗୋଟିଏ ମୋବାଇଲ ଫୋନ ଜବତ କରିଛି।

Advertisement