ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣ l

2
ADVERTISEMENT

ଭୁବନେଶ୍ୱର,୧୩|୦୭(ଡ଼ି.ଏଚ ବ୍ୟୁରୋ):-ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣ l କରୋନାରେ ଦୁଇ ଜଣଙ୍କ ମୃତ୍ୟୁ ପରେ ସୀମାନ୍ତ ଜିଲ୍ଲାଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି । ଆନ୍ଧ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସୀମାନ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ବା CDMOମାନଙ୍କୁ ସତର୍କ ରହିବା ସହ ସନ୍ଦିଗ୍ଧ କରୋନା ରୋଗୀଙ୍କର ତୁରନ୍ତ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଓଡ଼ିଶାରେ ସତର୍କତା ।

Advertisement