ବ୍ରହ୍ମପୁର ବନ ବିଭାଗବାଘର ଝୁଲନ୍ତା ମୃତଦେହ ଉଦ୍ଧାର ହେବା ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

7
ADVERTISEMENT

ବ୍ରହ୍ମପୁର,୧୦।୭(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରେ ବ୍ରହ୍ମପୁର ବନ ବିଭାଗ ଜରଡ ପାହଡ ନିକଟ ଗଛରୁ ବାଘର ଝୁଲନ୍ତା ମୃତଦେହ ଉଦ୍ଧାର ହେବା ଘଟଣାର ପର୍ଦ୍ଦାଫାଶ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରିଛି । ସେମାନେ ହେଲେ ବଳରାମ ଭୂୟାଁ ଓ ରବୀନ୍ଦ୍ର ଗୌଡ଼ ।

Advertisement