କେନ୍ଦୁଝର,୧୦।୭(ଡ଼ି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ରାଇଗୋଡ଼ା ଅଞ୍ଚଳରେ ୬ବର୍ଷୀୟ ନାବାଳିକାକୁ ତାଙ୍କ ସମ୍ପର୍କୀୟ ମାମୁଁ ଅପହରଣ ପରେ ଦୁଷ୍କର୍ମ କରିଛି । ଦୁଷ୍କର୍ମ ପରେ ନାବାଳିକାକୁ ପଥରରେ ଛେଚି ମାରିଦେବାକୁ ହତ୍ୟା ଉଦ୍ୟମ କରିଥିବାବେଳେ ସ୍ଥାନୀୟ ଲୋକେ ଅଭିଯୁକ୍ତ ମାମୁଁ କୁ କାବୁ କରି ପୁଲିସରେ ଜିମା ଦେଇଛନ୍ତି।

















