ବ୍ରହ୍ମପୁର ଜିଆରପି ପୋଲିସ ଚୋରି ହୋଇଥିବା ସୁନା ଗହଣା ଉଦ୍ଧାର କରିବା ସହ ଦୁଇ ଅଭିଯୁକ୍ତକୁ ଗିରଫ କରିଛି l

2
ADVERTISEMENT

ବ୍ରହ୍ମପୁର,୦୯।୦୭(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଜିଆରପି ପୋଲିସ ଚୋରି ହୋଇଥିବା ୬୩.୬୨ ଗ୍ରାମ୍ ଓଜନର ସୁନା ଗହଣା ଉଦ୍ଧାର କରି ବା ସହ ଦୁଇ ଅଭିଯୁକ୍ତ ସୁରଜ କୁମାର ପ୍ରସାଦ ଓ ସଞ୍ଜୟ କୁମାର ନାୟକଙ୍କୁ ଗିରଫ କରି ଘଟଣାର ଖୋଳତାଡ଼ ଜାରି ରଖିଛି l କେଦାରନାଥ ସବର ନାମକ ଜଣେ ବ୍ୟକ୍ତି ଭୁବନେଶ୍ବରରୁ ରାୟଗଡ଼ ଟ୍ରେନରେ ଯାତ୍ରା କରୁଥିବାବେଳେ ତାଙ୍କରି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଥିବା ଭ୍ୟାନିଟି ବ୍ୟାଗ୍ଟି ଚୋରି ହୋଇଯାଇଥଲା ।

Advertisement