Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଭଞ୍ଜନଗରରେ ଦାଦାବଟି ଆଦାୟ ବେଳେ ଭଞ୍ଜନଗର ଥାନା ପୁଲିସର ଚଢ଼ାଉ l

ଭଞ୍ଜନଗରରେ ଦାଦାବଟି ଆଦାୟ ବେଳେ ଭଞ୍ଜନଗର ଥାନା ପୁଲିସର ଚଢ଼ାଉ l

10
ADVERTISEMENT

ଭଞ୍ଜନଗର,୦୮|୦୭(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଦାଦାବଟି ଆଦାୟ ବେଳେ ଭଞ୍ଜନଗର ଥାନା ପୁଲିସ ଚଢ଼ାଉ କରି ୨ଟି ଦେଶୀ ବନ୍ଧୁକ,୨ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିବା ସହ ଚାରିଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପିଣ୍ଟୁ ସେଠୀ , ଅନିଲ କୁମାର ସ୍ୱାଇଁ, ବାଳକୃଷ୍ଣ ବିଷୋୟୀ ଓ ସୁବାଷ ଚନ୍ଦ୍ର ପାଢ଼ୀ । ସମସ୍ତ ଭଞ୍ଜନଗର ଥାନା ବଡ଼କୋଦଣ୍ଡା ଗାଁର ବୋଲି ସୂଚନା l

Advertisement