Thursday, August 20, 2026
ADVERTISEMENT
Home ଆଞ୍ଚଳିକ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକର ପଛ ପଟୁ ଧକ୍କା ଦେଲା ତୀର୍ଥ ଯାତ୍ରୀ ଗାଡି...

ରାସ୍ତା କଡରେ ଛିଡା ହୋଇଥିବା ଟ୍ରକର ପଛ ପଟୁ ଧକ୍କା ଦେଲା ତୀର୍ଥ ଯାତ୍ରୀ ଗାଡି ।

10
ADVERTISEMENT

ବାଲେଶ୍ୱର,୦୮|୦୭(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କୁନ୍ତପୁର ଛକ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକର ପଛ ପଟୁ ଧକ୍କା ଦେଲା ତୀର୍ଥ ଯାତ୍ରୀ ଗାଡି ।ଫଳରେ ୧୬ ଜଣ ତୀର୍ଥଯାତ୍ରୀ ଗୁରୁତର ହୋଇ ମେଡିକାଲ ରେ ଭର୍ତି ଥିବାବେଳେ ସମସ୍ତ ଯାତ୍ରୀ ଟାଟା ଓ୍ୱିଙ୍ଗରଯୋଗେ ପୁରୀ ଶ୍ରୀମନ୍ଦିର ଦର୍ଶନ ସାରି ଫେରୁଥିଲେ ।

Advertisement