‘ଶିଶୁ ବାଟିକା’ ପାଇଁ ରାଜ୍ୟ ସରକାର ୭ ହଜାର ୩୪୪ ଜଣ ଶିକ୍ଷକ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

1
ADVERTISEMENT

ଭୁବନେଶ୍ୱର,୭।୭(ଡ଼ି.ଏଚ ବ୍ୟୁରୋ):-ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଚାଲିଥିବା ‘ଶିଶୁ ବାଟିକା’ ପାଇଁ ରାଜ୍ୟ ସରକାର ୭ ହଜାର ୩୪୪ ଜଣ ଶିକ୍ଷକ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ମିଳିଛି ସବୁଜ ସଙ୍କେତ । ପ୍ରାୟ ୪୫ ହଜାର ବିଦ୍ୟାଳୟରେ ଶିଶୁ ବାଟିକା ଚାଲୁଥିବା ବେଳେ, ଏହି ନୂତନ ଶିକ୍ଷକ ନିଯୁକ୍ତି ପିଲାଙ୍କ ଶିକ୍ଷାଦାନ କ୍ଷେତ୍ରରେ ସହାୟକ ହେବ ବୋଲି ଆଶା କରାଯାଉଛି।

Advertisement