ଭୁବନେଶ୍ୱର,୦୬।୦୭(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱର ଖଣ୍ଡଗିରି ଥାନା ପଛପଟ ଅଞ୍ଚଳରେ ଜଣେ ଯୁବକଙ୍କୁ ଲୁହା ରଡ୍ ରେ ପିଟିପିଟି ନିର୍ମମ ଭାବେ ହତ୍ୟା l ମୃତ ଯୁବକ କୃଷ୍ଣ ପାଢ଼ୀ ହୋଇଥିବାବେଳେ ସେ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ଏବଂ ସେ ଏମବିଏ (MBA) ପାଠ ପଢ଼ିଥିଲେ ଏବଂ ଭୁବନେଶ୍ୱରରେ ନିଜ ବାପା ଓ ଭଉଣୀଙ୍କ ସହ ରହୁଥିଲେ।

















