ନାବାଳିକାର କ୍ଷତାକ୍ତ ମୃତଦେହ ଏକ ଘର ଭିତରୁ ଉଦ୍ଧାର l

2
ADVERTISEMENT

ବ୍ରହ୍ମପୁର,୦୬।୦୭(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳରେ ପୁରୁଷ ବନ୍ଧୁଙ୍କ ସହ ଫେରାର ହୋଇଥିବା ନାବାଳିକାର କ୍ଷତାକ୍ତ ମୃତଦେହ ଏକ ଘର ଭିତରୁଉଦ୍ଧାର ହୋଇଛି l ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ଛାନଭିନ୍ ଜାରି ରଖିଛି । କିଛି ମାସ ତଳେ ପୁରୁଷ ବନ୍ଧୁଙ୍କ ସହ ନାବାଳିକା ଜଣଙ୍କ ଫେରାର ହୋଇଯାଇଥିଲେ ।

Advertisement