ଜଟଣୀ,୫।୭(ଲିପିକା ରାଉତ ):-ମା ବାୟାଣୀ ମନ୍ଦିର ବିଗ୍ରହ ସ୍ଥାପନା ଜଟଣୀର ଗୌରଡ଼ କାଶୀପୁର ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ମନ୍ଦିର ପ୍ରତିଷ୍ଠା ଦିବସ 3 ଦିନ ଧରି ଚାଳି ଥିଲା ଗାଁ ଲୋକଙ୍କର ସହଯୋଗରେ ପ୍ରତିଷ୍ଠା କରାଯାଇଛି ମାଆଙ୍ ର ମନ୍ଦିରରେ କଳସ ଯାତ୍ରା ମହିଳା ମାନଙ୍କ ଦ୍ବାରା ହେଇଥିଲା ବେଳେ ସୂର୍ଯ୍ୟ ପୂଜା ,ଗୋ ପୂଜା , ଅଗ୍ନି ସ୍ଥାପନ, ବିଗ୍ରହ ଏବଂ ମନ୍ଦିର ନାଶ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଶେଷରେ ଆଳତି ସହିତ ପୁଣ୍ଣ ଆହୁତି ପଣ୍ଡିତ ମାନଙ୍କ ଦ୍ବାରା ଶେଷ ହେଇଥିଲା ଏଥୁରେ କର୍ତ୍ତା ଏବଂ କର୍ତରୀ ଭାବେ ଉମାକାନ୍ତି ମହାପାତ୍ର ନିରୁପମା ମହାପାତ୍ର ବସିଥିଲେ l ଆଜି ବର୍ଷା ପାଗରେ ମଧ୍ୟ ସ୍ଥାନୀୟ ଲୋକଙ୍କର ସମାବେଶ ଦେଖିବାକୁ ମିଳିଥିଲା ଶେଷରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ସହିତ ମାଆଙ୍କ କାର୍ଯ୍ୟ ଶେଷ ହେଇଥୁଲା ଏହି ମନ୍ଦିର ପାଇ ମାଆଙ୍କ ସ୍ୱପ୍ନ ହେବା ସହିତ କିଛି ଅଲୌକିକ ଶକ୍ତି ଦେଖିବାକୁ ମିଳିଥିଲା l ବହୁ ଲୋକଙ୍କ ମନକାମନା ପୂରଣ ହେବ ସହ ଗାଁର ସରପଞ୍ଚ ଯୋଗ ଦେଇଥିଲେ l ଏହି ଗାଁର ଲୋକ ଙ୍କ କହିବା କଥା ମାଆ ବାୟାଣୀ ଏହି ଠାରେ ଅବସ୍ଥିତ ସହିତ ବହୁ ଲୋକଙ୍କ ସମସ୍ୟା କଷ୍ଟ ଦୂର ହୋଇଛି l . ଜଟଣୀର ଯାଳାଠାରେ ଅବସ୍ଥିତ ମାଆଙ୍କର ମନ୍ଦିରରେ ଭିଡ଼ ଦେଖିବାକୁ ମିଳି ଥିଲା l
















