ମୁକୁଳା ଡ୍ରେନ୍ ରେ ଭାସି ଜଣେ ଯୁବକ ନିଖୋଜ ।

3
ADVERTISEMENT

ଭୁବନେଶ୍ବର,୫।୭(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ବର ବାଣୀବିହାର ନିକଟ ମୁକୁଳା ଡ୍ରେନ୍ ରେ ଭାସି ଜଣେ ଯୁବକ ନିଖୋଜ ହୋଇଛନ୍ତି । ଗତକାଲି ଠାରୁ ନିଖୋଜ ହୋଇଥିବା ଯୁବକ ଅନିଲଙ୍କ ସର୍ଚ୍ଚ ଅପରେସନଜାରି ଥିବାବେଳେ ଆଜି ଦ୍ୱିତୀୟ ଦିନରେ ପୁଣି ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି । ଏବଂ ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଓ ଷ୍ଟ୍ରାଇକ୍ ଫୋର୍ସର ଟିମ୍ ମିଳିତ ଭାବେ କେନାଲରେ ସର୍ଚ୍ଚ ଅପରେସନ ଚଳାଇଛନ୍ତି ।

Advertisement