ADVERTISEMENT
Home ଆଞ୍ଚଳିକ ସୁବାସିତ ଜଳରେ ସ୍ନାନ କରି ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ।

ସୁବାସିତ ଜଳରେ ସ୍ନାନ କରି ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ।

12
ADVERTISEMENT

ପୁରୀ,୦୨।୦୭(ଡ଼ି.ଏଚ ବ୍ୟୁରୋ):-୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ। ଜ୍ୱର ଯୋଗୁଁ ମହାପ୍ରଭୁଙ୍କୁ ନାନାଦି ଫଳମୂଳ ସହ କ୍ଷୀର, ଛେନା ଆଦିରେ ପ୍ରସ୍ତୁତ ଚକଟା ଭୋଗ ଲାଗି ହେଉଛି। ଅଣସର ପାଇଁ ମହାପ୍ରଭୁ ଶୁକ୍ଳ ବସ୍ତ୍ର ପରିଧାନ କରିଥିବା ବେଳେ କେବଳ ଶୁକ୍ଳ ଫୁଲ ଲାଗି ହେଉଛନ୍ତି। ଏବଂ ଶ୍ରୀମନ୍ଦିର ଆୟୁର୍ବେଦ ଚିକିତ୍ସାର ପ୍ରୟୋଗଶାଳା ପାଲଟିଛି ।

Advertisement