ଚୌଦ୍ୱାର,୨୯|୦୬(ଡ଼ି.ଏଚ ବ୍ୟୁରୋ):-କଟକ ଜିଲ୍ଲା ଚୌଦ୍ୱାରର ୫୫ ନଂ ଜାତୀୟ ରାଜପଥ କଜଳକଣା ଛକ ନିକଟରେ ରାସ୍ତା ତଳକୁ ଖସି ପଡିଲା ଯାତ୍ରୀବାହୀ ବସ୍ । ଫଳରେ ବସରେ ଥିବା ୪୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଘଟଣାସ୍ଥଳରେ ଚୌଦ୍ବାର ପୋଲିସ ଏଵଂ ଚୌଦ୍ବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏବଂ ଉକ୍ତ ବସଟି ଢେଙ୍କାନାଳରୁ କଟକ ଅଭିମୁଖେ ଯାଉଥିଲା ।

















