ପୁରୀ,୨୬।୦୬(ଡ଼ି.ଏଚ ବ୍ୟୁରୋ):-ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅପଭ୍ରଂସ ଆନିମେଟେଡ୍ ଫିଲ୍ମକୁ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ବିରୋଧ । ବିକୃତ ଏବଂ କାଳ୍ପନିକ ଉପସ୍ଥାପନା କରାଯାଇଥିବା କହି ଜୁଲାଇ ୧୦ରେ ରିଲିଜ ହେବାକୁ ଥିବା ଏହି ଆନିମେଟେଡ୍ ଫିଲ୍ମକୁ ବନ୍ଦ ରଖିବାକୁ ପ୍ରଯୋଜନା ସଂସ୍ଥାକୁ ଅନୁରୋଧ କରିଛନ୍ତି । ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।


















