ଆମୋନିଆ ଗ୍ୟାସ୍ ସଂସ୍ପର୍ଶରେ ଆସି ୨ ଓଡ଼ିଆଙ୍କ ସମେତ ୭ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ l

2
ADVERTISEMENT

ଭୁବନେଶ୍ୱର,୨୨|୦୬(ଡ଼ି.ଏଚ ବ୍ୟୁରୋ):-ତାମିଲନାଡୁର ତିରୁଭଲୁର ଜିଲ୍ଲା ଅନ୍ତର୍ଗତ ପେରିୟାପାଲୟମ୍ ଅଞ୍ଚଳରେ ଅବସ୍ଥିତ ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନା‘ସେଣ୍ଟପିଟର୍ସପଲ୍ ସି-ଫୁଡ୍ସ ଏକ୍ସପୋର୍ଟସ’ରେ ଲିକ୍ ହୋଇଥିବା ଆମୋନିଆ ଗ୍ୟାସ୍ ସଂସ୍ପର୍ଶରେ ଆସି ୨ ଓଡ଼ିଆଙ୍କ ସମେତ ୭ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ l ଏବଂ ୭୦ରୁ ଅଧିକ କର୍ମଚାରୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେପଟେ ଚେନ୍ନାଇରେ ପହଁଚିଲେ ଓଡିଶା ଟିମ୍ ।

Advertisement