ପୁଣି ଶଙ୍ଖ ଧରିଲେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା ଓ କର୍ମୀ ।

2
ADVERTISEMENT

ବୁଗୁଡ଼ା,୨୦।୦୬(ଡ଼ି.ଏଚ ବ୍ୟୁରୋ):-ପୁଣି ଶଙ୍ଖ ଧରିଲେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା ଓ କର୍ମୀ । ବିଜେପି ଛାଡ଼ି ବିଜେଡିକୁ ଫେରିଲେ ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷା କେ. ପ୍ରିୟଦର୍ଶନୀ ଆଚାରୀ, ତାଙ୍କ ସ୍ୱାମୀ କେ. ନୀଳମାଧବ ଆଚାରୀl ଏଥିସହ ବିଜେପିରେ ଯୋଗଦେଇ ବହୁ ସରପଞ୍ଚ ଓ ସମିତି ସଭ୍ୟ ।

Advertisement