ADVERTISEMENT
Home ଆଞ୍ଚଳିକ ସାରା ରାଜ୍ୟକୁ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ସାରା ରାଜ୍ୟକୁ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

15
ADVERTISEMENT

ଭୁବନେଶ୍ୱର,୨୦।୦୬(ଡ଼ି.ଏଚ ବ୍ୟୁରୋ):-ସାରା ରାଜ୍ୟକୁ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଫଳରେ ରାଜ୍ୟର ୯ଟି ଜିଲା ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତିକୁ ଘଡଘଡି ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏବଂ ଆଗାମୀ ୩ ଦିନ ଯାଏ ଝଡବର୍ଷା ନେଇ ସାରା ରାଜ୍ୟକୁ ଆଲର୍ଟ ଜାରି କରାଯାଇଛି।

Advertisement