ଟ୍ରାକ୍ଟର ରୋଟର ମଧ୍ୟରେ ପଶି ଯୁବକଙ୍କ ମୃତ୍ୟୁ l

2
ADVERTISEMENT

ବାଲେଶ୍ବର,୧୬।୦୬(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଟ୍ରାକ୍ଟର ରୋଟର ମଧ୍ୟରେ ପଶି ଯୁବକଙ୍କ ମୃତ୍ୟୁ l ମୃତ୍ ଯୁବକ ଔପଦା ବ୍ଲକ ବଡ଼ପାଟପୁର ଗାଁର ପ୍ରଶାନ୍ତ ସଲ ହୋଇଥିବାବେଳେ ସେ ଟ୍ରାକ୍ଟରକୁ ଷ୍ଟାର୍ଟରେ ରଖି ରୋଟର ସହ ସଂଯୋଗ କରୁଥିଲେ। ଏବଂ ଅସାବଧାନତା ଯୋଗୁଁ ରୋଟର ମଧ୍ୟରେ ପଶି ଯାଇ ତାଙ୍କରି ମୃତ୍ୟୁ ଘଟିଥିଲା

Advertisement