ଭଦ୍ରକ,୧୫।୦୬,(ଡ଼ି.ଏଚ ବ୍ୟୁରୋ):-ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରେ ପାରିବାରିକ କଳହରୁ ଜନ୍ମ କଲା ମାଆକୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ । ପୁଅ ପ୍ରୀତମ ସାହୁ କୁରାଢ଼ୀରେତାଙ୍କ ମା ମମତା ସାହୁକୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଥିବାବେଳେ ବନ୍ତ ଥାନା ପୋଲିସ ଅଭିଯୁକ୍ତ ପ୍ରୀତମ ସାହୁକୁ କାବୁ କରି ତା ନିକଟରୁ କୁରାଢ଼ୀକୁ ଜବତ କରି ଅଧିକ ପଚରାଉଚରା ଜାରି ରଖିଛି ।



















