ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିହେଲା ତୀର୍ଥଯାତ୍ରୀ ବସ୍,ବସ୍ର ଚାଳକଙ୍କର ମୃତ୍ୟୁ ।

3
ADVERTISEMENT

ବାଲେଶ୍ବର ,୧୪/୬(ଡ଼ି.ଏଚ ବ୍ୟୁରୋ):- ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଆଦିରୁପା ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିହେଲା ତୀର୍ଥଯାତ୍ରୀ ବସ୍ । ଏହି ଦୁର୍ଘଟଣାରେ ବସ୍ର ଚାଳକଙ୍କର ମୃତ୍ୟୁ ଘଟିଥିବାବେଳେ ବସ୍ ରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଏବଂ ମୃତ ଡ୍ରାଇଭର ହେଲେ କେ ଭେଙ୍କଟେଶ୍ବର (୫୪)।

Advertisement