ADVERTISEMENT
Home ଆଞ୍ଚଳିକ ଗଂଜାମ ଜିଲ୍ଲା ଆସିକା ଥାନା ପୋଲିସ ୧୨ଟି ବାଇକ ଜବତ କରି ତିନି ଅଭିଯୁକ୍ତକୁ ଗିରଫ...

ଗଂଜାମ ଜିଲ୍ଲା ଆସିକା ଥାନା ପୋଲିସ ୧୨ଟି ବାଇକ ଜବତ କରି ତିନି ଅଭିଯୁକ୍ତକୁ ଗିରଫ କରିଛି।

17
ADVERTISEMENT

ଆସିକା,୦୭|୦୬(ଡ଼ି.ଏଚ ବ୍ୟୁରୋ):- ଗଂଜାମ ଜିଲ୍ଲା ଆସିକା ବ୍ଳକ ଆସିକା ଥାନା ଅଂଚଳରେ କିଛି ଅସାମାଜିକ ବ୍ୟକ୍ତି ବାଇକ୍ର ନମ୍ବର ବଦଳାଇ ବୁଲୁଥିବା ଖବର ପାଇ ଆସିକା ଥାନା ପୋଲିସ ଠେଙ୍ଗାପଲ୍ଲୀ ନିକଟ ଏରୋଗୋଲା ବସ୍ତି ଓ ଗଣ୍ଡପଲ୍ଲୀ ନିକଟ ଏରୋଗୋଲା ବସ୍ତିରେ ଚଢ଼ାଉ କରି ୧୨ଟି ବାଇକ ଜବତ କରିଛି। ଏବଂ ଏହି ଘଟଣାରେ ତିନି ଅଭିଯୁକ୍ତ ଏ ସନ୍ତୋଷ, ଡି ଚିନା ଏବଂ ପି ଅଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisement