କାରରୁ ବିପୁଳ ପରିମାଣର କଫସିରପ୍ ଜବତସହ ୫ଜଣ କଫସିରପ୍ ଚାଲାଣକାରୀ ଗିରଫ।

2
ADVERTISEMENT

ବଲାଙ୍ଗିର,୦୭|୦୬(ଡ଼ି.ଏଚ ବ୍ୟୁରୋ):- ବଲାଙ୍ଗିର ସ୍ମାର୍ଟ ପାର୍କ ନିକଟ ବାଇପାସ ରାସ୍ତାରୁ ବଲାଙ୍ଗିର ଟାଉନ ଥାନା ପୋଲିସର ଚଢ଼ଉ ବେଳେ ଏକ କାରରୁ ବିପୁଳ ପରିମାଣର କଫ ସିରପ୍ ଜବତ ସହ ୫ ଜଣ କଫ ସିରପ୍ ଚାଲାଣକାରୀ ଗିରଫ । ଏବଂ ସମ୍ବଲପୁର ଗାଡ଼ି ନମ୍ବର ଥିବା ଉକ୍ତ କାର୍ ଟି ରାତି ଅନ୍ଧାର ଓ ନିଛାଟିଆ ରାସ୍ତା ଦେଇ ଫେରାର ମାରିବାକୁ ଚେଷ୍ଟା କରୁଥିଲା।

Advertisement