ପୁଲିସ କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆ ଆତ୍ମହୂତି ଉଦ୍ୟମ ।

2
ADVERTISEMENT

ବ୍ରହ୍ମପୁର,୦୬।୦୬(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ବିଜିପୁର ପୁଲିସ କଲୋନୀର ପୁଲିସ କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆ ଆତ୍ମହୂତି ଉଦ୍ୟମ କରିଛନ୍ତି। ସେ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଗୁୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି । ସୂଚନାପ୍ରକାରେ, ଆଶୁତୋଷ ଓ ତାଙ୍କ କନଷ୍ଟେବଳ ସ୍ତ୍ରୀଙ୍କ ମଧ୍ୟରେ ପରିବାରିକ ଅଶାନ୍ତି ଲାଗି ରହିଥିଲା।

Advertisement