Saturday, August 22, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଙ୍କୋରଡ଼ା ଗ୍ରାମରେ ବାଦି ନାଟ ବେଳେ ଦୁଇ କିନ୍ନର ଦଳ...

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଙ୍କୋରଡ଼ା ଗ୍ରାମରେ ବାଦି ନାଟ ବେଳେ ଦୁଇ କିନ୍ନର ଦଳ ମଧ୍ୟରେ ସଂଘର୍ଷ l

16
ADVERTISEMENT

ଦିଗପହଣ୍ଡି ,୦୫/୦୬(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଙ୍କୋରଡ଼ା ଗ୍ରାମରେ ଠାକୁରାଣୀ ଯାତ୍ରା ଉପଲକ୍ଷେ କଉଡିଆ ଗ୍ରାମର ରାମାୟଣ ନାଟକ ଓ ନଳିହାଡ ଗ୍ରାମର ରାମାୟଣ ନାଟକ ମଧ୍ୟରେ ବାଦି ନାଟ ଲାଗିଥିଲା। ଏଥିରେ ନଳିହାଡ ଗ୍ରାମ ଦଳର କିନ୍ନର ମାନେ କଉଡିଆ ଗ୍ରାମ ଦଳର କିନ୍ନର ମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ l ଏନେଇ କଉଡିଆ ଗ୍ରାମ ଦଳର କିନ୍ନର ମାନେ ଦିଗପହଣ୍ଡି ଥାନାରେ ଅଭିଯୋଗ କରି ହୋ ହାଲ୍ଲା କରିବା ସହି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Advertisement