ଭତ୍ତା ଟଙ୍କା ହେରଫେର ଅଭିଯୋଗରେ ପିଇଓ ତ୍ରିଲୋଚନ ନାୟକ ଗିରଫ l

3
ADVERTISEMENT

ବ୍ରହ୍ମପୁର,୦୩।୦୬(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକରେ ଭତ୍ତା ଟଙ୍କା ହେରଫେର ଅଭିଯୋଗରେ ଦାରୁଭଦ୍ରା ପଞ୍ଚାୟତର ପିଇଓ ତ୍ରିଲୋଚନ ନାୟକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । । ଦାରୁଭଦ୍ରା ପଞ୍ଚାୟତରେ ଭତ୍ତା ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆସିଥିବା ପାଣ୍ଠିରୁ ପ୍ରାୟ ୧୨ ଲକ୍ଷ ୩୦ ହଜାର ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା ।

Advertisement