ଆସ୍କା,୦୩।୦୬(ଡ଼ି.ଏଚ ବ୍ୟୁରୋ):-ନିଖୋଜର ଦେଢ଼ ବର୍ଷ ପରେ ମିଳିଲା କଙ୍କାଳ । ଗଞ୍ଜାମ ଜିଲ୍ଲା ଆସିକା କୋଟିନଡ଼ା ଥାନା ଅଞ୍ଚଳରେ ବନ୍ଦ ରହିଥିବା ସୂତାକଳର ପୁରୁଣା କ୍ୟାଣ୍ଟିନ ଭିତରୁ ହାଡ଼ କଙ୍କାଳ ଜବତ । ମିଳିଥିବା କଙ୍କାଳ ଟି ନରସିଂହପୁର ଗାଁର ୨୫ ବର୍ଷୀୟ A.ଶଙ୍କର ପାତ୍ରଙ୍କ ବୋଲି ଅନୁମାନ କରାଯାଉ ଥିବାବେଳେ ପୋଲିସ କଙ୍କାଳ ଜବତ କରିବା ସହ ଯାଞ୍ଚ ପାଇଁ ଫରେନ୍ସିକ୍ ଲ୍ୟାବକୁ ପଠାଇଛି l

















