ପୁଣି ଅଦିନିଆ ରଥଯାତ୍ରା ଆୟୋଜନ କରିଛି ଇସ୍କନ ।

2
ADVERTISEMENT

ଭୁବନେଶ୍ୱର,୦୨/୬(ଡ଼ି.ଏଚ ବ୍ୟୁରୋ):-ପୁଣି କାନାଡ଼ାର ୱାଟର ଲୁ ପାର୍କ ଓ ନାଏଗ୍ରାରେ ରଥଯାତ୍ରା ଆୟୋଜନ କରିଛି ଇସ୍କନ । ଏହି ଅଦିନିଆ ରଥଯାତ୍ରାକୁ ନେଇ ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ ଇସ୍କନକୁ ଚେତାବନୀ ଦେଉଛି । ତଥାପି ଶ୍ରୀଜଗନ୍ନାଥ ସଂସ୍କୃତିକୁ ବାରମ୍ବାର ଅବମାନନା କରୁଛି ଏହି ଅନ୍ତର୍ଜାତୀୟ ଧାର୍ମିକ ଅନୁଷ୍ଠାନ।

Advertisement