Tuesday, August 18, 2026
ADVERTISEMENT
Home ଆଞ୍ଚଳିକ କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲାକୁ ନେଇ କାର୍ଯ୍ୟାନୁଷ୍ଠାନ।

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲାକୁ ନେଇ କାର୍ଯ୍ୟାନୁଷ୍ଠାନ।

19
ADVERTISEMENT

ବ୍ରହ୍ମପୁର ,୦୨/୬(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲାକୁ ନେଇ ଦକ୍ଷିଣାଞ୍ଚଳ ରେଞ୍ଜ ପକ୍ଷରୂ କାର୍ଯ୍ୟାନୁଷ୍ଠାନ। ଆଇପିଏସ ନିତିସ କୁମାର ମିଶ୍ରଙ୍କୁ ଗଞ୍ଜାମ ମୁଖ୍ୟାଳୟକୁ ବଦଳି। ଏସଆଇ ସମୀର ରାଉତ, ବାଲିଚାଇ ଫାଣ୍ତି ଏଏସଆଇ ବୈକୁଣ୍ଠ ଜେନା ସମେତ କନେଷ୍ଟବଳ ସୁମନ କୁମାର ସାହୁ ସସପେଣ୍ତ । ଡ୍ରାଇଭର କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ଵ ମୁକ୍ତ। ଓ କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ ଫାଣ୍ତିର ସମସ୍ତ କର୍ମଚାରୀଙ୍କୁ ବଦଳି ପାଇଁ ନିର୍ଦେଶ।

Advertisement