Saturday, August 8, 2026
ADVERTISEMENT
Home ଆଞ୍ଚଳିକ ପେଟ୍ରୋଲ ଓ ଡିଜେଲ ସଙ୍କଟକୁ ନେଇ ଓଡିଶା ସରକାରର ନୂଆ ଗାଇଡଲାଇନ ।

ପେଟ୍ରୋଲ ଓ ଡିଜେଲ ସଙ୍କଟକୁ ନେଇ ଓଡିଶା ସରକାରର ନୂଆ ଗାଇଡଲାଇନ ।

17
ADVERTISEMENT

ଭୁବନେଶ୍ୱର,୦୨/୬(ଡ଼ି.ଏଚ ବ୍ୟୁରୋ):- ଦେଶରେ ପେଟ୍ରୋଲ ଓ ଡିଜେଲ ସଙ୍କଟକୁ ନେଇ ଓଡିଶା ସରକାର ନୂଆ ଗାଇଡଲାଇନ ଆଣିଛନ୍ତି। ଏଣିକି ସରକାରୀ କାମରେ ବ୍ୟବହାର ପାଇଁ କେବଳ ଇଲେକ୍ଟ୍ରିକ୍ ଯାନ କିଣାଯିବ। ଏହି ନିୟମ ସମସ୍ତ ସରକାରୀ ବିଭାଗ ପାଇଁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବର୍ଦ୍ଧିତ ଇନ୍ଧନ ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

Advertisement