ମିକ୍ସଚର ମେସିନ ସହ ପିକଅପ ଓଲଟି ୨ ଶ୍ରମିକ ମୃତ, ଏବଂ ଅନ୍ୟ ୨ ଗୁରୁତର l

1
ADVERTISEMENT

କେନ୍ଦ୍ରାପଡ଼ା,୨୮।୦୫,(ଡ଼ି.ଏଚ ବ୍ୟୁରୋ):-କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ମୁଗକଣୀ ଗାଁ ନିକଟରେ ମିକ୍ସଚର ମେସିନ ସହ ପିକଅପ ଓଲଟି ୨ ଶ୍ରମିକ ମୃତ, ଏବଂ ଅନ୍ୟ ୨ ଗୁରୁତର ହୋଇ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର । ମୃତକ ଛିଂଚିରି ଗାଁର କୁମାର ବାରିକ ଓ ଗୋଖଣି ଗ୍ରାମର ସୁମନ୍ତ ମହାନ୍ତି ହୋଇ ଥିବା ବେଳେ ସେମାନେ ରାଜନଗର ବ୍ଲକ ଡେରା ପଞ୍ଚାୟତ ଗୋଖଣି ଗ୍ରାମରୁ ଛାତ ପକାଇ ସାରି ମିକ୍ସର ମେସିନ ସହ ପିକଅପରେ ଜରିମୂଳ ଯାଉଥିଲେ।

Advertisement