Tuesday, August 25, 2026
ADVERTISEMENT
Home ଆଞ୍ଚଳିକ ଡାଇମଣ୍ଡ’ ନାମକ ବସ୍ ସହ ଅଟୋର ମୁହାଁମୁହିଁ ଧକ୍କା,୬ ଜଣଙ୍କର ମୃତ୍ୟୁ l

ଡାଇମଣ୍ଡ’ ନାମକ ବସ୍ ସହ ଅଟୋର ମୁହାଁମୁହିଁ ଧକ୍କା,୬ ଜଣଙ୍କର ମୃତ୍ୟୁ l

19
ADVERTISEMENT

ବ୍ରହ୍ମପୁର ୨୩।୦୫(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ‘ଡାଇମଣ୍ଡ’ ନାମକ ବସ୍ ସହ ଅଟୋର ମୁହାଁମୁହିଁ ଧକ୍କା l ଏଥିରେ ଅଟୋରେ ଥିବା ଗୋଟିଏ ପରିବାରର ୨ ନାବାଳିକାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ଜଣ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ସମସ୍ତ ଗଞ୍ଜାମ ସୋରଳ ରୋଡ୍ ଏରେଣ୍ଡା ଗାଁରୁ ଅଟୋ ଯୋଗେ ପୋଲସରାସ୍ଥିତ ମା’ ସିଂହାସନୀ ପୀଠକୁ ଯାଉଥିଲେ ।ସେପଟେ ପୁଲିସ ଦୁର୍ଘଟଣା ଘଟାଇଥିବା ବସ୍ ଜବତ କରିଥିବାବେଳେ ବସ ଚାଳକ ଫେରାର ।

Advertisement