Tuesday, August 25, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ରେଡିକା ସାହିରେ ପ୍ଲଟ୍ ବ୍ୟବସାୟୀ ଜି. ହନୁମନ୍ତ ରେଡ୍ଡିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର...

ବ୍ରହ୍ମପୁର ଲାଞ୍ଜିପଲ୍ଲୀ ରେଡିକା ସାହିରେ ପ୍ଲଟ୍ ବ୍ୟବସାୟୀ ଜି. ହନୁମନ୍ତ ରେଡ୍ଡିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ପର୍ଦାଫାଶ ହୋଇଛି ।

19
ADVERTISEMENT

ବ୍ରହ୍ମପୁର,୨୨।୦୫ (ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଲାଞ୍ଜିପଲ୍ଲୀ ରେଡିକା ସାହିରେ ପ୍ଲଟ୍ ବ୍ୟବସାୟୀ ଜି. ହନୁମନ୍ତ ରେଡ୍ଡିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ପର୍ଦାଫାଶ ହୋଇଛି । ହନୁମନ୍ତ ରେଡ୍ଡିଙ୍କୁ ତାଙ୍କ ନାବାଳିକା ଝିଅ, ସ୍ତ୍ରୀ ଜି. ରୀତା ଓ ସ୍ତ୍ରୀର ପ୍ରେମିକ ବି. ନିରଞ୍ଜନ ରେଡ୍ଡି ତାଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି l ପୁଲିସ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରି ବ୍ରହ୍ମପୁର ଜେଲ୍କୁ ପଠାଇ ଥିବାବେଳେ ନାବାଳିକାଙ୍କୁ ସୁଧାର ଗୃହକୁ ପଠାଇଛି ।

Advertisement