Thursday, August 13, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ନୟାଗଡ ଭାପୁର ଆରଡବ୍ଲୁ ସେକ୍ସନର କନିଷ୍ଠ ଯନ୍ତ୍ରୀ ଓ ସହଯୋଗୀ ଆଶୁତୋଷ...

ଭିଜିଲାନ୍ସ ଜାଲରେ ନୟାଗଡ ଭାପୁର ଆରଡବ୍ଲୁ ସେକ୍ସନର କନିଷ୍ଠ ଯନ୍ତ୍ରୀ ଓ ସହଯୋଗୀ ଆଶୁତୋଷ ବଳିଆରସିଂ l

17
ADVERTISEMENT

ଭୁବନେଶ୍ୱର,୧୮।୦୫(ଡ଼ି.ଏଚ ବ୍ୟୁରୋ):- ଭିଜିଲାନ୍ସ ଜାଲରେ ନୟାଗଡ ଭାପୁର ଆରଡବ୍ଲୁ ସେକ୍ସନର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଓ ସହଯୋଗୀ ଆଶୁତୋଷ ବଳିଆରସିଂ l ଖଣ୍ଡପଡ଼ା ଅଞ୍ଚଳରେ ୨୦୨୧-୨୨ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ କାର୍ଯ୍ୟର ବିଲ୍ କ୍ଲିୟର କରିବା ପାଇଁ ଜଣେ ଠିକାଦାରଙ୍କଠାରୁ ୧,୩୬,୦୦୦ ଟଙ୍କା ଲାଞ୍ଚ ଦାବି କରୁଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।

Advertisement