ରାଜ୍ୟରେ ଡିଜେଲ ସଙ୍କଟ ଓ ଇନ୍ଧନ କଳାବଜାରୀକୁ ନେଇ ଓଡ଼ିଶା ଟ୍ରକ୍ ମାଲିକ ମହାସଂଘ ପକ୍ଷରୁ ଚେତାବନୀ ।

4
ADVERTISEMENT

ଭୁବନେଶ୍ୱର,୧୮।୦୫(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ଡିଜେଲ ସଙ୍କଟ ଓ ଇନ୍ଧନ କଳାବଜାରୀକୁ ନେଇ ଓଡ଼ିଶା ଟ୍ରକ୍ ମାଲିକ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିନ୍ଦା କରିବା ସହ ରାଜ୍ୟ ସରକାରଙ୍କ ଅପରାଗତା ଯୋଗୁଁ ରାଜ୍ୟରେ ତେଲ ସଙ୍କଟ ଓ ଇନ୍ଧନର କଳାବଜାରୀ ବୃଦ୍ଧି ପାଇଛି ବୋଲି ଅଭିଯୋଗ ହୋଇଛି । ଯଦି ସରକାର ଏଥିପ୍ରତି ତୁରନ୍ତ ପଦକ୍ଷେପ ନନିଅନ୍ତି ତେବେ ସାରା ରାଜ୍ୟରେ ପରିବହନ ସେବା ବନ୍ଦ କରିବାକୁ ସଂଘ ଚେତାବନୀ ଦେଇଛି।

Advertisement