Thursday, September 24, 2026
ADVERTISEMENT
Home ଆଞ୍ଚଳିକ ସମ୍ବଲପୁରରେ ପୁଣି ଏନ୍କାଉଣ୍ଟର ।

ସମ୍ବଲପୁରରେ ପୁଣି ଏନ୍କାଉଣ୍ଟର ।

30
ADVERTISEMENT

ସମ୍ବଲପୁର,୧୭।୦୫,(ଡ଼ି.ଏଚ ବ୍ୟୁରୋ):- ସମ୍ବଲପୁରରେ ପୁଣି ଏନ୍କାଉଣ୍ଟର । ସମ୍ବଲପୁର ବୁର୍ଲା ଥାନା ଫିସରୀ ଛକ ନିକଟରେ ଦୁର୍ଦ୍ଦାନ୍ତ ଅପରାଧୀ ମନିଷ ସାହୁଙ୍କୁ ପୋଲିସର ଏନ୍କାଉଣ୍ଟର ଗୁରୁତର ଅବସ୍ଥାରେ ତାକୁ ଭୀମସାର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ନାଁରେ ଡକାୟତି, ଆର୍ମସ୍ ଆକ୍ଟ ଏବଂ କୋରେକ୍ସ ସମ୍ବନ୍ଧୀୟ ଅପରାଧ ସମେତ ୧୪ରୁ ଅଧିକ ଅପରାଧିକ ମାମଲା ରହିଛି | ଏହି ଘଟଣାରେ ମନୀଷର ତିନିଜଣ ସହଯୋଗୀଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ, ଗୁଳି, ଗୋଟିଏ କାର, ୫ଟି ମୋବାଇଲ ଫୋନ ଏବଂ ୧୦ଟି କାର୍ଟୁନ କୋରେକ୍ସ ଜବତ ହୋଇଛି ।

Advertisement