Thursday, August 6, 2026
ADVERTISEMENT
Home ଆଞ୍ଚଳିକ ବ୍ରିଜ ଉପରୁ ତଳକୁ ଖସିଲl କାର,ଜଣକର ମୃତ୍ୟୁ l

ବ୍ରିଜ ଉପରୁ ତଳକୁ ଖସିଲl କାର,ଜଣକର ମୃତ୍ୟୁ l

21
ADVERTISEMENT

ଯାଜପୁର,୧୫/୦୫(ଡ଼ି.ଏଚ ବ୍ୟୁରୋ):-ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଖଣ୍ଡିତର ବ୍ରିଜ ନିକଟରେ ଏକ କାର ଭାରସାମ୍ୟ ହରାଇ ବ୍ରିଜ ଉପରୁ ତଳକୁ ଖସି ପଡିବା ଫଳରେ କାର ରେ ଥିବା ଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର l ସମସ୍ତ ଭୁବନେଶ୍ୱରରୁ ଘସିପୁରା ଅଭିମୁଖେ ଯାଉଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ ।ଦୁଇ ଗୁରୁତର ହେଲେ ଦୀନଦୟାଲ ମୁଖାର୍ଜୀ, ଓ ତାଙ୍କ ପତ୍ନୀ ସମ୍ପା ମୁଖାର୍ଜୀ, ଏବଂ ମୃତକ ଜଣକ ହେଲେ ତାଙ୍କ ଝିଅ ଶ୍ରେଷ୍ଠା ମୁଖାର୍ଜୀ ।

Advertisement