ଚାନ୍ଦବାଲି,୧୧।୦୫(ଡ଼ି.ଏଚ ବ୍ୟୁରୋ):-ଭଦ୍ରକ ଚାନ୍ଦବାଲି ସବ୍ ଟ୍ରେଜେରୀ କାର୍ଯ୍ୟାଳୟର ଅବସରପ୍ରାପ୍ତ ପେନସନ ହିତାଧିକାରୀଙ୍କ ୮ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପେନସନ ଅର୍ଥ ଦୁର୍ନୀତିର ପର୍ଦ୍ଦାଫାସ କରି ୬ ଜଣକୁ ଗିରଫ କରି ଛି ଭିଜିଲାନ୍ସ । ସେମାନେ ହେଲେ ପୂର୍ବତନ ସିନିୟର୍ ଆସିଟାଣ୍ଟ ସନ୍ତୋଷ କୁମାର ପଣ୍ଡା, ଶିବ ଶଙ୍କର ସାମଲ, ଦେବୀ ଶଙ୍କର ସାମଲ, ପ୍ରଫୁଲ୍ଲ କୁମାର ରାଉତ,ସନ୍ଦୀପ କୁମାର ମିଶ୍ର ଏବଂ ଅଭୟ କୁମାର ପଣ୍ଡା ।


















