Tuesday, August 25, 2026
ADVERTISEMENT
Home ଆଞ୍ଚଳିକ ବେଆଇନ ଆଇପିଏଲ ବେଟିଂ ରାକେଟର ପର୍ଦାଫାଶ କଲା ବଡ଼ବଜାର ଥାନା ପୋଲିସ।

ବେଆଇନ ଆଇପିଏଲ ବେଟିଂ ରାକେଟର ପର୍ଦାଫାଶ କଲା ବଡ଼ବଜାର ଥାନା ପୋଲିସ।

20
ADVERTISEMENT

ବ୍ରହ୍ମପୁର,୧୧।୦୫(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁରରେ ପୁଣି ବେଆଇନ ଆଇପିଏଲ ବେଟିଂ ରାକେଟର ପର୍ଦାଫାଶ କଲା ବଡ଼ବଜାର ଥାନା ପୋଲିସ। ଏବଂ ଏହି ମାମଲାରେ ବଡ଼ବଜାର ଥାନା ପୋଲିସ ଶାନ୍ତି ନଗରରୁ ରଜନୀ ରଞ୍ଜନ ରାଉତ ନାମକ ଜଣେ ଯୁବକଙ୍କୁ ଗିରଫକରି ତା ଠାରୁ ଦୁଇଟି ମୋବାଇଲ ଫୋନ ଓ ନଗଦ ୫୦, ୨୦୦ ଟଙ୍କା ଜବତ କରିଥିବାବେଳେ ସେ ସ୍କାଇ ଏକ୍ସଚେଞ୍ଜ ପ୍ଲାଟଫର୍ମରେ ବେଟିଂ ଚଳାଉଥିଲା ।

Advertisement